Good Morning News: 25.04.2019

*Good Morning*

ତାରିଖ ୨୫/୦୪/୧୯, ଗୁରୁବାର

୧-ମେ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ।

୨-ପାଟକୁରାରେ ମେ ୧୯ରେ ହେବ ସାନି ନିର୍ବାଚନ। ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ମେ ପହିଲା।

୩-ଚତୁର୍ଥ ପର୍ଯ୍ୟାୟ ଫୋକସରେ କେନ୍ଦ୍ରାପଡ଼ା ଲୋକସଭା ଆସନ, ବିଜେଡି ପାଇଁ ସ୍ୱାଭିମାନର ପ୍ରସଙ୍ଗ ପ୍ରଶ୍ନ।

୪-ମହାରଥୀ ନିରାଶ, ୨୭କୁ ଘୁଞ୍ଚିଲା ଜାମିନ ଶୁଣାଣି।

୫-ମେ ୩୧ରୁ ଜୁଲାଇ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ।

୬-ବାଲେଶ୍ଵର:ହୁତୁ ହୁତୁ ହୋଇ ଜଳିଗଲା ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରି, ୨୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ।

୭-ଆସନ୍ତା ୨୭ରେ ଯାଜପୁର ଆସିବେ ଅମିତ ଶାହା।

୮-ଗୁରୁବାରଠାରୁ ବଢ଼ିବ ଦିନର ତାପମାତ୍ରା, କାଳବୈଶାଖୀ ସମ୍ଭାବନା। ତିନି ଦିନ ରେ ୩ଂ ବଢିବ।

୯-ଗଞ୍ଜାମରେ ପୁଣି ଚିଟଫଣ୍ଡ ଠକେଇ,ଆଲକେମିଷ୍ଟ ୧୦୦କୋଟି ଧରି ଛୁ।

୧୦-ତିରୁପତି ମନ୍ଦିର: ବ୍ୟାଙ୍କ ଜମା ୧୨ହଜାର କୋଟି ଟପିଲା।

୧୧-ଦୋହା:ଦୁଇ ଶହ ମିଟର ଦୋୖଡରେ ଦୂତୀ ଆଣିଲେ ବ୍ରୋଞ୍ଚ।

୧୨-ମାଡ୍ରାସ୍‌ କୋର୍ଟଙ୍କ ୟୁ-ଟର୍ଣ୍ଣ।ଟିକ୍ ଟକ୍ ଆପ ଉପରୁ ହଟିଲା ପ୍ରତିବନ୍ଧକ, ଚୀନ କମ୍ପାନୀକୁ ମିଳିଲା ବଡ଼ ଆଶ୍ଵସ୍ତି।

Good Morning News: 25.04.2019 Good Morning News: 25.04.2019 Reviewed by Rajendra on 09:19 Rating: 5

No comments:

Powered by Blogger.