ମାଗିଥିଲି ମୁ ଫଗୁଣଟିଏ ଏମିତି ଫଗୁଣ ଦେଲ ଲୁହନୁହେଁ ସେ ଲୁହର ଧାର ଶ୍ରାବଣର ନଈଧାର, ଶ୍ରାବଣର ନଈଧାର କଥା ଦେଇଥିଲ ସଥି ହେଉଥିବ ସାରା ଜନମ କେମିତି କହିଁକି ଠକି ଦେଇଗଲ କରିଦେଲ ମତେ ପର ଦୀପକ କୁମର୍ ସାହୁ
No comments: