*Good Morning*
ତାରିଖ ୨୫/୦୪/୧୯, ଗୁରୁବାର
୧-ମେ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ।
୨-ପାଟକୁରାରେ ମେ ୧୯ରେ ହେବ ସାନି ନିର୍ବାଚନ। ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ମେ ପହିଲା।
୩-ଚତୁର୍ଥ ପର୍ଯ୍ୟାୟ ଫୋକସରେ କେନ୍ଦ୍ରାପଡ଼ା ଲୋକସଭା ଆସନ, ବିଜେଡି ପାଇଁ ସ୍ୱାଭିମାନର ପ୍ରସଙ୍ଗ ପ୍ରଶ୍ନ।
୪-ମହାରଥୀ ନିରାଶ, ୨୭କୁ ଘୁଞ୍ଚିଲା ଜାମିନ ଶୁଣାଣି।
୫-ମେ ୩୧ରୁ ଜୁଲାଇ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ।
୬-ବାଲେଶ୍ଵର:ହୁତୁ ହୁତୁ ହୋଇ ଜଳିଗଲା ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି, ୨୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ।
୭-ଆସନ୍ତା ୨୭ରେ ଯାଜପୁର ଆସିବେ ଅମିତ ଶାହା।
୮-ଗୁରୁବାରଠାରୁ ବଢ଼ିବ ଦିନର ତାପମାତ୍ରା, କାଳବୈଶାଖୀ ସମ୍ଭାବନା। ତିନି ଦିନ ରେ ୩ଂ ବଢିବ।
୯-ଗଞ୍ଜାମରେ ପୁଣି ଚିଟଫଣ୍ଡ ଠକେଇ,ଆଲକେମିଷ୍ଟ ୧୦୦କୋଟି ଧରି ଛୁ।
୧୦-ତିରୁପତି ମନ୍ଦିର: ବ୍ୟାଙ୍କ ଜମା ୧୨ହଜାର କୋଟି ଟପିଲା।
୧୧-ଦୋହା:ଦୁଇ ଶହ ମିଟର ଦୋୖଡରେ ଦୂତୀ ଆଣିଲେ ବ୍ରୋଞ୍ଚ।
୧୨-ମାଡ୍ରାସ୍ କୋର୍ଟଙ୍କ ୟୁ-ଟର୍ଣ୍ଣ।ଟିକ୍ ଟକ୍ ଆପ ଉପରୁ ହଟିଲା ପ୍ରତିବନ୍ଧକ, ଚୀନ କମ୍ପାନୀକୁ ମିଳିଲା ବଡ଼ ଆଶ୍ଵସ୍ତି।

Good Morning News: 25.04.2019
Reviewed by Rajendra
on
09:19
Rating:
No comments: